ଓଡ଼ିଶାର ‘ଉହାନ୍’ ବମିଖାଲ : ସଫେଇ ଠିକ୍‌ ହେଉନି କି ଅତ୍ୟାବଶ୍ୟକ ସାମଗ୍ରୀ ଠିକ୍‌ ଭାବେ ମିଳୁନି

ଭୁବନେଶ୍ୱର : ଚୀନ୍‌ର ଉହାନ ସହର ଯେପରି କରୋନା ଆକ୍ରାନ୍ତଙ୍କ ପାଇଁ ଖାଁ ଖାଁ ହୋଇଯାଇଥିଲା, ଲୋକ ଘରୁ ବାହାରିବାକୁ ଡରୁଥିଲେ ଏବେ ସେମିତି ଅବସ୍ଥା ବମିଖାଲ ଜୟଦୁର୍ଗା ନଗରରେ। ସ୍ଥାନୀୟ ଲୋକ କହିଲେଣି ଯେ, ମାଳମାଳ କରୋନା ଆକ୍ରାନ୍ତଙ୍କ ପାଖରେ ରହୁଥିବାରୁ ଘରୁ ବାହାରି ହେଉନି, ପ୍ରଶାସନ ଆମର ରକ୍ତ ନମୁନା ଓ ସ୍ୱାବ୍ ପରୀକ୍ଷା କରୁ ନଥିବାରୁ ଆମକୁ ଭୟ ଲାଗୁଛି। ନିୟମିତ ବ୍ୟବଧାନରେ ଗୋଟିଏ ପରେ … Continue reading ଓଡ଼ିଶାର ‘ଉହାନ୍’ ବମିଖାଲ : ସଫେଇ ଠିକ୍‌ ହେଉନି କି ଅତ୍ୟାବଶ୍ୟକ ସାମଗ୍ରୀ ଠିକ୍‌ ଭାବେ ମିଳୁନି